Jump to content

ପରିବେଷଣ

ଉଇକିଅଭିଧାନ‌ରୁ

ପରିବେଷଣ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ -(ପରି+ ବିଷ୍ ଧାତୁ=ବ୍ୟାପିବା+ ଭାବ. ଅନ)

[ସମ୍ପାଦନା]
୧. ଭୋଜନ କରୁଥିବା ଲୋକଙ୍କୁ ଖାଦ୍ୟ ପରଷିବା —୧. Serving up of meals; distributing food.
୨. (+ କର୍ତ୍ତୃ. ଅନ)—ପରିଧି — ୨. Circumference. (M.W.)
୩. ସୂର୍ଯ୍ୟ ବା ଚନ୍ଦ୍ରର ମଣ୍ଡଳ — ୩. The halo round the sun or moon (M.W.)