Jump to content

ପରିବେଷ୍ଟନ

ଉଇକିଅଭିଧାନ‌ରୁ

ପରିବେଷ୍ଟନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପରି+ ବେଷ୍ଟ ଧାତୁ= ବେଷ୍ଟନ କରିବା+ ଭାବ. ଅନ)

[ସମ୍ପାଦନା]
୧. ଘେରାଉ କରିବା; ଘେରିବା — ୧. Surrounding; beseiging.
୨. (+ କରଣ. ଅନ) ପଟୀ —୨. Ligature; bandage.
୩. ବାଡ଼ —୩. Fencing; enclosure.
୪. ଆବରଣ; ଘୋଡ଼ଣୀ —୪. Cover.
୫. ହତା —୫. Compound wall.
୬. (+ କର୍ତ୍ତୃ. ଅନ)—ପରିଧି — ୬. Circumference (M.W.)