Jump to content

ପରିବେଷ୍ଟିତ

ଉଇକିଅଭିଧାନ‌ରୁ

ପରିବେଷ୍ଟିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପରି+ ବେଷ୍ଟ ଧାତୁ= ବେଷ୍ଟନ କରିବା+ କର୍ମ. ତ)

[ସମ୍ପାଦନା]
୧. ଚତୁର୍ଦ୍ଦିଗରେ ବେଷ୍ଟିତ — ୧. Surrounded.
୨. ଆବୃତ; ପରିକୃତ —୩. Covered; veiled.
୩. ପଟିଦ୍ୱାରା ବନ୍ଧା ଯାଇଥିବା — ୩. Bandaged; swathed. (M.W.)