ପରିବ୍ରଜ୍ୟା
ଦେଖଣା
ପରିବ୍ରଜ୍ୟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ— (ପରି+ ବ୍ରଜ୍ ଧାତୁ= ଭ୍ରମଣ କରିବା+ ଭାବ. ଯ; ସ୍ତ୍ରୀ. ଆ)
[ସମ୍ପାଦନା]- ୧. ତପସ୍ୟା — ୧. Religious austerities.
- ୨. ବାନପ୍ରସ୍ଥ ଆଶ୍ରମ ପରେ ୪ର୍ଥ ଆଶ୍ରମ ବା ଭିକ୍ଷୁ ବୃତ୍ତି ଅବଲମ୍ୱନ ପୂର୍ବକ ନାନା ସ୍ଥାନ ପର୍ଯ୍ୟଟନ —୨. Religious mendicancy after completing the Bānaprastha stage of life.
- ୩. ପରିବ୍ରାଜକ; ଧର୍ମାର୍ଥ ପରିଭ୍ରମଣ — ୩. Travel for religious purposes.
- ୪. ଇତସ୍ତତଃ ପରିଭ୍ରମଣ — ୪. Strolling or wandering from place to place.