ପରିବ୍ରାଜୀ
ଦେଖଣା
ପରିବ୍ରାଜୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ପରିବ୍ରାଜ+ ସ୍ତ୍ରୀ. ଈ)
[ସମ୍ପାଦନା]ପରିବ୍ରାଜର ସ୍ତ୍ରୀ ଲିଙ୍ଗ — Feminine of paribrāja.
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ପରିଭ୍ରମଣକାରିଣୀ ସ୍ତ୍ରୀ ଭିକ୍ଷୁ — ୧. A female itenerant ascetic.
- ୨. ମହାମୁଣ୍ଡୀ; ବଡ଼ ଥାଲକୁଣୀ (ଲତା) — ୨. Sepheranthus Mollis (creeper).