ପରିବ୍ରାଜ୍
ଦେଖଣା
ପରିବ୍ରାଜ୍
ଉଚ୍ଚାରଣ
[ସମ୍ପାଦନା]ପରିବ୍ରାଜ, ପରିବ୍ରାଜକଅନ୍ୟରୂପ
ପରିବ୍ରାଜୀ, ପରିବ୍ରାଜିକା, ପରିବ୍ରାଜକାସ୍ତ୍ରୀ
ସଂସ୍କୃତ - ବିଶେଷ୍ୟ - ପୁଂ.—(ପରି+ ବ୍ରଜ ଧାତୁ= ଭ୍ରମଣ କରିବା+ କର୍ତ୍ତୃ. କ୍ୱିପ୍)
[ସମ୍ପାଦନା]- ୧. ପର୍ଯ୍ୟଟକ —୧. Traveller.
- ୨. ଭିକ୍ଷୁ; ଚତୁର୍ଥାଶ୍ରମଧର୍ମୀ ଯତି;ଚତୁର୍ଥ ଆଶ୍ରମ ଅବଲମ୍ୱୀ ବ୍ୟକ୍ତି — ୨. Ascetic of the ୪th or last religious stage of life.
- ୩. ସନ୍ନ୍ୟାସୀ —୩. A religious recluse.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଭ୍ରମଣକାରୀ —Travelling.