Jump to content

ପରିଭକ୍ଷଣ

ଉଇକିଅଭିଧାନ‌ରୁ

ପରିଭକ୍ଷଣ

ଉଚ୍ଚାରଣ

[ସମ୍ପାଦନା]

(ପରିଭକ୍ଷିତ—ବିଣ)

ସଂସ୍କୃତ - ବିଶେଷ୍ୟ - (ପରି= ସର୍ବତୋଭାବରେ, ବିବାକ୍+ଭକ୍ଷଣ)

[ସମ୍ପାଦନା]

ବିବାକ୍ ଖାଇ ଯିବା; ପୋଛି ପାଛି ଖାଇଦେବା — Eating without leaving any remainder; eating up.