Jump to content

ପରିଭବ

ଉଇକିଅଭିଧାନ‌ରୁ

ପରିଭବ

ଉଚ୍ଚାରଣ

[ସମ୍ପାଦନା]

(ପରିଭାବ; ପରୀଭାବ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପରି+ ଭୂ ଧାତୁ= ହେବା; ପରାଜୟ କରିବା+ ଦ୍ଭାବ. ଅ)

[ସମ୍ପାଦନା]
୧. ପରାଭାବ; ପରାଜୟ —୧. Defeat.
୨. ତିରସ୍କାର —୨. Rebuke.
୩. ଅବମାନନା —୩. Insult.
୪. ଅସମ୍ମାନ —୪. Disrespect.