Jump to content

ପରିଭବୀ

ଉଇକିଅଭିଧାନ‌ରୁ

ପରିଭବୀ

ଉଚ୍ଚାରଣ

[ସମ୍ପାଦନା]

(ପରିଭାବୀ—ଅନ୍ୟରୂପ)

(ପରିଭବୀନୀ, ପରିଭାବିନୀ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ—(ପରିଭବିନ୍; ୧ମା. ୧ବ. ପରି+ଭୂ ଧାତୁ+ କର୍ତ୍ତୃ. ଇନ୍)

[ସମ୍ପାଦନା]
୧. ପରାଭବକାରୀ — ୧. Defeating.
୨. ତିରସ୍କାର; ତିରସ୍କାରକାରୀ —୨. Rebuking.
୩. ଅପମାନକାରୀ; ଅବଜ୍ଞାକାରୀ —୩. Insulting.
୪. ଦ୍ରଷ୍ଟା —୪. Seeing.