Jump to content

ପରିଭାଷକ

ଉଇକିଅଭିଧାନ‌ରୁ

ପରିଭାଷକ

ଉଚ୍ଚାରଣ

[ସମ୍ପାଦନା]
(ପରିଭାଷିକା—ସ୍ତ୍ରୀ) 

ସଂସ୍କୃତ - ବିଣ— (ପରି+ ଭାଷ୍ଧାତୁ+ କର୍ତ୍ତୃ. ଅକ)

[ସମ୍ପାଦନା]
୧. ନିନ୍ଦକ — ୧. Blaming.
୨. ତିରସ୍କାରକ —୨. Rebuking.
୩. ଅପବାଦକାରୀ —୩. Slandering; defaming.