ପରିଭାଷଣ
ଦେଖଣା
ପରିଭାଷଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ପରି=ପରସ୍ପର+ ଭାଷଣ=କଥନ)
[ସମ୍ପାଦନା]- ୧. ବାକ୍ୟାଳାପ; କଥୋପକଥନ — ୧. Conversation.
- ୨. (ପରି= ନିନ୍ଦା, ଦୋଷ କୀର୍ତ୍ତନ+ ଭାଷଣ= କଥନ)— ନିନ୍ଦାବାଦ —୨. Blaming.
- ୩. ତିରସ୍କାର; ଉଲୁଗୁଣା —୩. Rebuking; jeering.
[ଦ୍ରଷ୍ଟବ୍ୟ —ହିନ୍ଦୁସ୍ମୃତି ଅନୁସାରେ ଗର୍ଭିଣୀ, ଆପଦଗ୍ରସ୍ତ, ବୃଦ୍ଧ ଓ ବାଳକ ଅପରାଧୀଙ୍କୁ ଅନ୍ୟ ଦଣ୍ଡ ନ ଦେଇ ପରିଭାଷଣ ଦଣ୍ଡ ଦେବା ଉଚିତ]
- ୪. ଲକ୍ଷଣ —୪. Symptom.
- ୫. ସଙ୍କେତ —୫. Sign.
- ୬. ରୋଗର ଲକ୍ଷଣ ପ୍ରକାଶ —୬. Describing the symptoms of a disease; prognosis.