Jump to content

ପରିଭାଷିତ

ଉଇକିଅଭିଧାନ‌ରୁ

ପରିଭାଷିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ପରି+ ଭାଷ୍ ଧାତୁ= କହିବା+ କର୍ମ. ତ)

[ସମ୍ପାଦନା]
୧. କଥିତ —୧. Spoken.
୨. ପରିଭାଷାଦ୍ୱାରା ବ୍ୟକ୍ତ — ୨. Expressed intecnical terms.
୩. ବ୍ୟାଖ୍ୟାତ —୩. Explained (M.W.)