Jump to content

ପରିଭୁକ୍ତ

ଉଇକିଅଭିଧାନ‌ରୁ

ପରିଭୁକ୍ତ

ଉଚ୍ଚାରଣ

[ସମ୍ପାଦନା]
(ପରିଭୁକ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପରି+ ଭୁଜ୍ ଧାତୁ= ଭୋଜନ କରିବା+ କର୍ମ.ତ)

[ସମ୍ପାଦନା]
୧. ଯାହା ଭୋଗ କରା ଯାଇଅଛି; ଉପଭୁକ୍ତ — ୧. Enjoyed before by another.
୨. ପୂର୍ବରୁ ବ୍ୟବହୃତ —୨. Used before.
୩. ଅନ୍ୟଦ୍ୱାରା ପୂର୍ବରୁ ଭକ୍ଷିତ — ୩. Eaten before by another.