Jump to content

ପରିଭ୍ରଷ୍ଟ

ଉଇକିଅଭିଧାନ‌ରୁ

ପରିଭ୍ରଷ୍ଟ

ଉଚ୍ଚାରଣ

[ସମ୍ପାଦନା]

(ପରିଭ୍ରଂଶ—ବି)

(ପରିଭ୍ରଷ୍ଟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପରି+ ଭ୍ରନ୍ଶ ଧାତୁ=ସ୍ଫଳିତ ହେବା+ କର୍ମ. ତ)

[ସମ୍ପାଦନା]
୧. ପତିତ —୧. Fallen.
୨. ବିଚ୍ୟୁତି; ସ୍ଖଳିତ —୨. Slipped off.
୩. ନଷ୍ଟ —୩. Spoiled; destroyed; ruined; lost.
୪. ପଳାୟିତ —୪. Fled away; escaped.