ପରିମଣ୍ଡଳ
ଦେଖଣା
ପରିମଣ୍ଡଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପରି= ଚାରି ଆଡ଼େ+ ମଣ୍ଡଳ= ଗୋଲ; ପରିଧି)
[ସମ୍ପାଦନା]- ୧. ପରିଧି —୧. Circumference.
- ୨. ବୃତ୍ତ —୨. Circle; sphere.
- ୩. ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ମଣ୍ଡଳ —୩. The orb of or halo round the sun and the moon.
- ୪. ଗୋଲାକାର; ବର୍ତ୍ତୁଳତା — ୪. Roundness; rotundit.
- ୫. ଗୋଳକ —୫. Globe; sphere.
- ୬. ଏକ ପ୍ରକାର ବିଷାକ୍ତ ମଶକ (ସୁଶ୍ରୂତ) — ୬. A kind of venomous gnat.
(ପରିମଣ୍ଡଳତା—ବି)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଗୋଲ —୧. Circular.
- ୨. ବର୍ତ୍ତୁଳ —୨. Round; globular.
- ୩. ଅଣୁ ପରିମିତ — ୩. Of the measure of an atom.