Jump to content

ପରିମର

ଉଇକିଅଭିଧାନ‌ରୁ

ପରିମର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପରି+ ମୃ ଧାତୁ+ ଭାବ. ଅ)

[ସମ୍ପାଦନା]
୧. ବହୁ ଜୀବଙ୍କର ମରଣ — ୧. The dying in numbers. (M.W.)
୨. କୌଣସି ଲୋକଙ୍କର ଚାରିପାଖେ ଘେରି ଜୀବମାନଙ୍କ ମରଣ — ୨. The dying round any one. (M.W.)
୩. ଶତ୍ରୁର ବିନାଶାର୍ଥ ପ୍ରଯୁକ୍ତ ଅଭିଚାର —୩. A magical rite for the destruction of one's adversary.
୪. ବାୟୁ; ପବନ (ହିନ୍ଦୀ - ଶ.) —୪. Wind.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଯାହା ଚାରି ପାଖେ ବହୁ ଲୋକ ମରି ଅଛନ୍ତି — One round whom many people have died.