ପରିମାଣ
ଦେଖଣା
ପରିମାଣ
ଉଚ୍ଚାରଣ
[ସମ୍ପାଦନା]ପରିମିତ, ପରିମେୟବିଣ
ସଂସ୍କୃତ - ବିଶେଷ୍ୟ - (ପରି=ସମ୍ୟ୍+ ମା ଧାତୁ= ମାପିବା+ ଭାବ. ଅନ)
[ସମ୍ପାଦନା]- ୧. ପରିଧି, ଦୈର୍ଘ୍ୟ, ପ୍ରସ୍ଥ ଆକାର, ଓଜନ. ସଂଖ୍ୟା, କାଳ, ମୂଲ୍ୟଆଦିର ମାପ —୧. Measure of circumference, length, breadth, siz weight, number, duration, value and quantity.
- ୨. ବିସ୍ତାର —୨. Extent.
- ୩. ଦୈର୍ଘ୍ୟ ଓ ପ୍ରସ୍ଥ; ଆକାର — ୩. Size; length and breadth; dimensions.
- ୪. ଗଣିବା —୪. Counting.
- ୫. ସଂଖ୍ୟା —୫. Number.
- ୬. ଆକାରର ବର୍ଗ ବା ଘନଫଳ — ୬. Superficial or cubical area.
- ୭. ଓଜନ —୭. Weight.
- ୮. ମାପର ଉପକରଣ —୮. Material or standard for measurment or weighing.