ପରିମାଣି
ତୁଲ୍ୟ; ପରି; ପ୍ରମାଣେ — Like; similar to.
ତଥ ଦିଶନ୍ତି କେତୁଜାଣି ଚନ୍ଦ୍ରମଣ୍ଡଳ ପରିମାଣି ପ୍ରାଚୀ ଯଶୋବନ୍ତ. ପ୍ରେମଭକ୍ତିଗୀତା