ପରିମିତ
ଦେଖଣା
ପରିମିତ
ଉଚ୍ଚାରଣ
[ସମ୍ପାଦନା](ପରିମିତା—ସ୍ତ୍ରୀ)
[ପରିମିତତା—(ତୃ)—ବି]
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଣ—(ପରି+ ମା ଧାତୁ+ ମାପିବା+ କର୍ମ. ତ)
[ସମ୍ପାଦନା]- ୧. ନିର୍ଦ୍ଦିଷ୍ଟ ସୀମାବଦ୍ଧ —୧. Definite; of given dimensions; limited.
- ୨. ଉପଯୁକ୍ତ ପରିମାଣଯୁକ୍ତ — ୨. Of proper or fixed to quantity.
- ୩. ସଂଯତ —୩. Moderate; temperate.
- ୪. ନିୟମିତ —୪. Regulated.
- ୫. ଅଳ୍ପ — ୫. Small; little; sparing.
- ୬. ସ୍ଥିରୀକୃତି — ୬. Defined determined; ascertained.
- ୭. ମାପ ହୋଇଥିବା; ତଉଲା ହୋଇଥିବା — ୭. Measured; weighed.
- ୮. ସଂଖ୍ୟାତ —୯. Numbered.
- ୯. ନିର୍ଦ୍ଦିଷ୍ଟ ସଂଖ୍ୟକ —୯. Of a fixed number.