ପରିମିତ ବ୍ୟୟ
ଦେଖଣା
ପରିମିତ ବ୍ୟୟ
ଉଚ୍ଚାରଣ
[ସମ୍ପାଦନା]ପରିମିତବ୍ୟୟତା, ପରିମିତବ୍ୟୟତାଅନ୍ୟରୂପ
(ପରିମିତବ୍ୟୟୀ—ଅନ୍ୟରୂପ)
[ପରିମିତବ୍ୟୟା, ପରିମିତବ୍ୟୟିନୀ—ସ୍ତ୍ରୀ]
ସଂସ୍କୃତ - ବିଶେଷ୍ୟ - (କର୍ମଧା; ପରିମିତ+ ବ୍ୟୟ)
[ସମ୍ପାଦନା]ଉଚିତ୍ ଖରଚ; ଆୟକୁ ଦେଖି ବ୍ୟୟ —Frugality; economy.
ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ପରିମିତ+ ବ୍ୟୟ)
[ସମ୍ପାଦନା]ମିତବ୍ୟୟୀ; ଯେ ବ୍ୟୟ କରିବା ବିଷୟରେ ସଂଯତ — Economical; frugal.