ପରିମିତ ଭୋଜନ
ଦେଖଣା
ପରିମିତ ଭୋଜନ
ଉଚ୍ଚାରଣ
[ସମ୍ପାଦନା](ପରିମିତାହାର—ଅନ୍ୟରୂପ)
ପରିମିତଭୋଜନା, ପରମିତାହାରା, ପରିମିତାହାରିଣୀସ୍ତ୍ରୀ
ପରିମିତ ଭୁଜ୍, ପରିମିତାହାରୀଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ -(କର୍ମଧା; ପରିମିତ+ ଭୋଜନ)
[ସମ୍ପାଦନା]- ୧. ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ସଂଯତ ଖାଦ୍ୟ — Moderate meal.
- ୨. ଖାଦ୍ୟ ସମ୍ୱନ୍ଧେ ସଂଯମ — ୨. Moderation in eating; temperance; abstemiousness.
ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ପରିମିତ+ ଭୋଜନ)
[ସମ୍ପାଦନା]ଖାଦ୍ୟ ପାନ ବିଷୟରେ ସଂଯତ — Temperate in meal.