Jump to content

ପରିମୁକ୍ତ

ଉଇକିଅଭିଧାନ‌ରୁ

ପରିମୁକ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ପରି+ ମୁଚ୍ ଧାତୁ= ମୋଚନ କରିବା+ କର୍ମ. ତ)

[ସମ୍ପାଦନା]
୧. ପରିତ୍ୟକ୍ତା; ବର୍ଜ୍ଜିତ — ୧. Abandoned; shunned.
୨. ପୂର୍ଣ୍ଣରୂପେ ମୁକ୍ତ —୨. Fully liberated; freed.