Jump to content

ପରିମୁଣ୍ଡା

ଉଇକିଅଭିଧାନ‌ରୁ

ପରିମୁଣ୍ଡା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅନ୍ୟ ବ୍ୟକ୍ତି ବା ଦେବତାଙ୍କ ନିକଟରେ ନିଜର ଦୀନତା ପ୍ରକାଶ —୧. Expressing one's humility before a Deity or before another.
୨. ଅନ୍ୟକୃତ ଦୋଷ ବା ଅପରାଧକୁ ଆପଣା ଉପରକୁ ନେବା— ପାଇଁ ପ୍ରାର୍ଥନା —୨. Taking the blame for the fault of another on one's head.
୩. ମନର ଦୁଃଖ ପ୍ରକାଶ —୩. Giving vent to one's griref or mental anguish.