ପରିମେୟ
ଦେଖଣା
ପରିମେୟ
ଉଚ୍ଚାରଣ
[ସମ୍ପାଦନା](ପରିମେୟା—ସ୍ତ୍ରୀ)
(ପରିମେୟତା[ତ୍ୱ]—ବି)
ସଂସ୍କୃତ - ବିଶେଷଣ -(ପରି+ମା ଧାତୁ+କର୍ମ. ଯ)
[ସମ୍ପାଦନା]- ୧. ପରିମାଣ— ଯୋଗ୍ୟ —୧. Meadurable.
- ୨. ଗଣନୀୟ — ୨. Numberable; calculable.
- ୩. ପରିମିତ; ସୀମାବିଶିଷ୍ଟ; ନିର୍ଦ୍ଦିଷ୍ଟ — ୩. Limited; definite.
- ୪. ସଂଯତ —୪. Moderate.
- ୫. ପରିମାଣଯୁକ୍ତ —୫. Measured.
- ୬. ନିର୍ଦ୍ଦିଷ୍ଟ ସଂଖ୍ୟକ — ୬. Of definite of limited number.