Jump to content

ପରିମୋକ୍ଷ

ଉଇକିଅଭିଧାନ‌ରୁ

ପରିମୋକ୍ଷ

ଉଚ୍ଚାରଣ

[ସମ୍ପାଦନା]

(ପରିମୋକ୍ଷଣ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -(ପରି+ମୋକ୍ଷ୍ ଧାତୁ=ମୁକ୍ତ ହେବା+ଭାବ. ଅ)

[ସମ୍ପାଦନା]

ପରିତ୍ରାଣ —୧. Deliverance; liberation.

୨. ମଳତ୍ୟାଗ — ୨. Passing of stools; evacuation.
୩. ପରିତ୍ୟାଗ —୩. Abandonment.
୪. ମୋକ୍ଷ; ନିର୍ବାଣ —୪. Final beatitude.