Jump to content

ପରିମ୍ଳାନ

ଉଇକିଅଭିଧାନ‌ରୁ

ପରିମ୍ଳାନ

ଉଚ୍ଚାରଣ

[ସମ୍ପାଦନା]
(ପରିମ୍ଳାନା—ସ୍ତ୍ରୀ) 

ସଂସ୍କୃତ - ବିଣ—(ପରି+ମ୍ଳାନ=ମଳିନ)

[ସମ୍ପାଦନା]
୧. ଅତିଶୟ ମ୍ଳାନ — ୧. Very pale or Wan.
୨. କ୍ଷୀଣୀଭୂତ — ୨. Become thinner; emaciated.
୩. କ୍ଳାନ୍ତ —୩. Exhausted.
୪. ଝାଉଁଳି ଯାଇଥିବା —୪. Faded; withered.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଭୟ ବା ଦୁଃଖରେ ମୁହଁର ବିରସ ପଣ — ୧. Change of countenance by fear or grief. (M.W.).

୨. କଳଙ୍କ; ଦାଗ —୨. Stain.