Jump to content

ପରିଯନ୍ତ

ଉଇକିଅଭିଧାନ‌ରୁ

ପରିଯନ୍ତ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ -(ସଂସ୍କୃତ - ପର୍ଯ୍ୟନ୍ତ)

[ସମ୍ପାଦନା]

ପର୍ଯ୍ୟନ୍ତ; ଶେଷ; ଅବସାନ — End.

ସେକାଳରେ ଲକ୍ଷେ ଯୋଜନା ପରିଯନ୍ତେ, ମନ୍ଥ ହୋଇଣ ମହା ସାଗର ଯାଆନ୍ତେ କୃଷ୍ଣସିଂହ. ମହାଭାରତ. ବନ

ପରିଯ୍ୟନ୍ତ, ପରିଯନ୍ତେ, ପରିଯ୍ୟନ୍ତେଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ଅ.

[ସମ୍ପାଦନା]

ଯାବତ; ଯାକେ; ଯାଏ — Till. upto.

ସେକାଳୁ ଜନ୍ମେଜୟ ଆଜି ପରିଯନ୍ତେ କୃଷ୍ଣସିଂହ. ମହାଭାରତ. ଆଦି

୨. ଏତେ ଦୂରତା ପର୍ଯ୍ୟନ୍ତ — ୨. To a distance of.