Jump to content

ପରିରକ୍ଷଣ

ଉଇକିଅଭିଧାନ‌ରୁ

ପରିରକ୍ଷଣ

ଉଚ୍ଚାରଣ

[ସମ୍ପାଦନା]

(ପରିରକ୍ଷା—ଅନ୍ୟରୂପ)

(ପରିରକ୍ଷକ, ପରିରକ୍ଷିତ, ପରିରକ୍ଷିତା—ପୁଂ—ବିଣ)

(ପରିରକ୍ଷିକା, ପରିରକ୍ଷିତା—ପରିରକ୍ଷିତ୍ରୀ—ସ୍ତ୍ରୀ. ବିଣ)

ସଂସ୍କୃତ - ବିଶେଷ୍ୟ -(ପରି=ସର୍ବତୋଭାବେ+ରକ୍ଷ୍ ଧାତୁ=ରକ୍ଷା କରିବା+ଭାବ. ଅନ)

[ସମ୍ପାଦନା]
୧. ସଂରକ୍ଷଣ — ୧. Careful preservation; protecting.
୨. ଉଦ୍ଧର — ୨. Deliverance; rescue. (M.W.)
୩. ସାବଧାନତା; ଯତ୍ନ — ୩. Care; caution. (M.W.)
୪. ଜଗିବା —୪. Guarding.