Jump to content

ପରିରମ୍ଭ

ଉଇକିଅଭିଧାନ‌ରୁ

ପରିରମ୍ଭ

ଉଚ୍ଚାରଣ

[ସମ୍ପାଦନା]

ପରୀରମ୍ଭ, ପରିରମ୍ଭଣଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ପରି=ଦୃଢ଼ ଭାବେ+ରଭ୍ ଧାତୁ=ଆଲିଙ୍ଗନ କରିବା +ଭାବ. ଅ)

[ସମ୍ପାଦନା]

ଗାଢ଼ାଲିଙ୍ଗନ; ଜାବୁଡ଼ି କରି କୁଣ୍ଢେଇବା —Tight embrace; hugging.

ବିଶେଷଣ -

[ସମ୍ପାଦନା]

ପରିରବ୍ଧ, ପରିରମ୍ଭିତ—ପୁଂ., ପରିରବ୍ଧା, ପରିରମ୍ଭିତା—ସ୍ତ୍ରୀ'