ପରିରମ୍ଭା
ଆଶ୍ଳେଷିତ; ପରିରବ୍ଧ — Embraced.
ବୋଲି ସ୍ତ୍ରିରୀ ମଧ୍ୟ ସାର ଯେଉଁ ରମ୍ଭା— ବେଗେ ପାଦ ଦେଶକେ ସେ ପରିରମ୍ଭା ଭଞ୍ଜ. ବୈଦେହିଶବିଳାସ