ପରିରମ୍ଭିବା
ଗାଢ଼ାଲିଙ୍ଗନ କରିବା — To embrace.
ଅତି ସ୍ଫୁରିତ ମୁକୁଳିତ ଲତା, ପରିରମ୍ଭନି ଯେସନେ ବନିତା ପ୍ରାଚୀ. ରହସ୍ୟମଞ୍ଜରୀ