ପରିରାଟକ
ଦେଖଣା
ପରିରାଟକ
ଉଚ୍ଚାରଣ
[ସମ୍ପାଦନା](ପରିରାଟୀ—ଅନ୍ୟରୂପ)
ପରିରାଟିକା, ପରିରାଟିନୀସ୍ତ୍ରୀ
ସଂସ୍କୃତ - ବିଶେଷଣ - ପୁଂ. (ପରି=ସର୍ବତ୍ର+ରଟ୍ ଧାତୁ=ପ୍ରକାଶ କରିବା+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ସର୍ବତ୍ର ରଟନାକାରୀ — ୧. Publishing broadcast.
- ୨. ଉଚ୍ଚୈଃସ୍ୱରରେ ଚିତ୍କାରକାରୀ — ୨. Screaming. (M.W.)
- ୩. ଉଚ୍ଚୈଃସ୍ୱରରେ କ୍ରନ୍ଦନକାରୀ — ୩. Crying aloud. (M.W.).