Jump to content

ପରିଲମ୍ୱନ

ଉଇକିଅଭିଧାନ‌ରୁ

ପରିଲମ୍ୱନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ଜ୍ୟୋତିଷ) କୌଣସି ଜ୍ୟୋତିଷ୍କର ଆପଣାର ମେରୁଦଣ୍ଡ ଉପରେ ଘୁରୁଘୁରୁ ବିଷୁବରେଖାର ଏକଦିଗରେ ୨୭: ଡ଼ିଗ୍ରୀ ପର୍ଯ୍ୟନ୍ତ ଯାଇ ପୁଣି ଫେରି ଆସି ଅପର ଦିଗରେ ୨୭: ଡିଗ୍ରୀ ପର୍ଯ୍ୟନତ ଗତି କରି ପୁଣି ଆପମା ସ୍ଥାନକୁ ଫେରି ଆସିବା (ହିନ୍ଦୀ - ଶବ୍ଦସାଗର) — ୧. (astronomy) Libration; apparent irregu larity in the motion of a planet whereby its globe seems to turn slightly round to each side alternately.
୨. ପଛରେ ରହିଯିବା — ୨. Lagging; lingering. (M.W.).