Jump to content

ପରିଶିଷ୍ଟ

ଉଇକିଅଭିଧାନ‌ରୁ

ପରିଶିଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପରି+ଶିଷ୍ ଧାତୁ=ଶେଷ କରିବା+କର୍ମ. ତ)

[ସମ୍ପାଦନା]
୧. ବାକୀ ରହିଯାଇଥିବା; ଅବଶିଷ୍ଟ — ୧. Remaining; left.
୨. ଯାହା ପରିଶେଷରେ ଯୁକ୍ତ ହୁଏ — ୨. Joined at the end.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପୁସ୍ତକର ଶେଷରେ ଯୋଗ କରାଯିବା ଅତିରିକ୍ତ ଜ୍ଞାତବ୍ୟ ବିଷୟ ଲେଖାଥିବା ଅଂଶ — ୧. Supplement; appendix.
୨. ଅବଶିଷ୍ଟ ବା ବାକୀଥିବା ଅଂଶ —୨. Remainder.