Jump to content

ପରିଶୀଳନ

ଉଇକିଅଭିଧାନ‌ରୁ

ପରିଶୀଳନ

ଉଚ୍ଚାରଣ

[ସମ୍ପାଦନା]

(ପରିଶୀଳକ, ପରିଶୀଳିତ—ବିଣ)

ସଂସ୍କୃତ - ବିଶେଷ୍ୟ - (ପରି+ଶୀଳ୍ ଧାତୁ=ଏକାନ୍ତ ପ୍ରବୃତ୍ତ ହେବା+ ଭାବ. ଅନ)

[ସମ୍ପାଦନା]
୧. ଅନୁଧ୍ୟାନ; ଅନୁଶୀଳନ ପୂର୍ବକ ଅଧ୍ୟୟନ — ୧. Study; constant application.
୨. ଛୁଇଁବା —୨. Touch; contract.
୩. ଆଲିଙ୍ଗନ —୩. Embrace.
୪. ସଙ୍ଗମ —୪. Intercourse.
୫. ଅବଗାହନ —୫. Immersion; bath.