ପରିଶୁଦ୍ଧ
ଦେଖଣା
ପରିଶୁଦ୍ଧ
ଉଚ୍ଚାରଣ
[ସମ୍ପାଦନା](ପରିଶୁଦ୍ଧା—ସ୍ତ୍ରୀ)
(ପରିଶୋଧିତ—ଅନ୍ୟରୂପ)
(ପରିଶୁଦ୍ଧ—ବି)
ସଂସ୍କୃତ - ବିଶେଷଣ - (ପରି=ସର୍ବତୋଭାବେ+ଶୁଧ୍ ଧାତୁ=ଶୁଦ୍ଧକରିବା +କର୍ମ. ତ)
[ସମ୍ପାଦନା]- ୧. ସମ୍ପୂର୍ଣ୍ଣରୂପେ ବିଶୁଦ୍ଧୀକୃତ — ୧. Completely cleansed or purified.
- ୨. ବିଶୁଦ୍ଧ; ପବିତ୍ର; ପବିତ୍ରୀକୃତ — ୨. Pure; purified.
- ୩. ସଂସ୍କୃତ; ସଂଶୋଧିତ —୩. Rectified.
- ୪. ସଫା ସୁତୁରା କରାଯାଇଥିବା; ପରିଷ୍କୃତ — ୪. Cleared off.
- ୫. ଦୋଷାରୋପରୁ ସମ୍ପୂର୍ଣ୍ଣରୂପେ ବିମୁକ୍ତି —୫. Aquitted of a charge or accusation.