Jump to content

ପରିଶୁଷ୍କ

ଉଇକିଅଭିଧାନ‌ରୁ

ପରିଶୁଷ୍କ

ଉଚ୍ଚାରଣ

[ସମ୍ପାଦନା]

(ପରିଶୁଷ୍କତା—ବି)

(ପରିଶୁଷ୍କା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପରି+ଶୁଷ୍ ଧାତୁ=ଶୁଷ୍କ ହେବା+କର୍ତ୍ତୃ. ତ)

[ସମ୍ପାଦନା]
୧. ବିଶୁଦ୍ଧ; ନିରାଟ ଶୁଖିଲା; ଶୁଖି ଯାଇଥିବା — ୧. Perfectly dry; dried up; parched.
୨. ନୀରସ —୨. Sapless.
୩. ଝାଉଁଳିଥିବା; ସେମଟିଥିବା — ୩. Shrivelled up; withered; shrunk.