Jump to content

ପରିଶେଷ

ଉଇକିଅଭିଧାନ‌ରୁ

ପରିଶେଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପରି+ଶେଷ)

[ସମ୍ପାଦନା]
୧. ସବ୍ଭାଶେଷ —୧. The last thing.
୨. ଅବଶେଷ —୨. Remnant; remainder.
୩. ଉପସଂହାର; ସମାପ୍ତି; ଅବସାନ — ୩. Conclusion; termination.
୪. ବାକୀ; ଅବଶିଷ୍ଟ ଅଂଶ; ବହକା —୪. Residue.
୫. ଧଡ଼ି; ସୀମା —୫. Border; limit.
୬. ଗ୍ରନ୍ଥର ଶେଷରେ ସଂଯୁକ୍ତ ଅଂଶ; ପରିଶିଷ୍ଟ — ୬. Supplement.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଅବଶିଷ୍ଟ —Remaining; left over.