Jump to content

ପରିଶୋଧ

ଉଇକିଅଭିଧାନ‌ରୁ

ପରିଶୋଧ

ଉଚ୍ଚାରଣ

[ସମ୍ପାଦନା]

(ପରିଶୋଧନ—ଅନ୍ୟରୂପ)

(ପରିଶୋଧିତ, ପରିଶୋଧକ—ବିଣ)

  • (file)

ସଂସ୍କୃତ - ବିଶେଷ୍ୟ - (ପରି=ସମ୍ୟକ୍+ଶୁଧ୍ ଧାତୁ=ଶୁଦ୍ଧ କରିବା+ ଭାବ. ଅ)

[ସମ୍ପାଦନା]
୧. ଋଣ ଶୁଦ୍ଧି; ଋଣ ଶୁଝିବା — ୧. Liquidation of a debt; paying off.
୨. ସଂଶୋଧନ; ସଂସ୍କାର; ପରିସ୍କାର କରିବା — ୨. Cleansing; purification.