Jump to content

ପରିଶୋଧକ

ଉଇକିଅଭିଧାନ‌ରୁ

ପରିଶୋଧକ

ଉଚ୍ଚାରଣ

[ସମ୍ପାଦନା]
(ପରିଶୋଧିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପରି+ଶୋଧକ)

[ସମ୍ପାଦନା]
୧. ଋଣ ଆଦି ପରିଶୋଧ କରିବା (ବ୍ୟକ୍ତି) — ୧. Liquidating a debt.
୨. ଯେ ପରିଷ୍କାର କରେ —୨. Clearing; purifying.