Jump to content

ପରିଶୋଷ

ଉଇକିଅଭିଧାନ‌ରୁ

ପରିଶୋଷ

ଉଚ୍ଚାରଣ

[ସମ୍ପାଦନା]

(ପରିଶୋଷଣ—ଅନ୍ୟରୂପ)

(ପରିଶୁଷ୍କ—ବିଣ)

ସଂସ୍କୃତ - ବିଶେଷ୍ୟ - (ପରି+ଶୁଷ୍ ଧାତୁ=ଶୁଷ୍କ ହେବା+ଭାବ. ଅ)

[ସମ୍ପାଦନା]
୧. ପୂର୍ଣ୍ଣ ବିଶୁଷ୍କତା —୧. Complete dryness.
୨. ବାସ୍ପଦ୍ୱାରା ଜଳାଦିର ଅନ୍ତର୍ଦ୍ଧାନ — ୨. Evaporation. (M.W.)