Jump to content

ପରିଶ୍ରମ କାତର

ଉଇକିଅଭିଧାନ‌ରୁ

ପରିଶ୍ରମ କାତର

ଉଚ୍ଚାରଣ

[ସମ୍ପାଦନା]

(ପରିଶ୍ରମ କାତରତା—ବି)

(ପରିଶ୍ରମ କାତରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପରିଶ୍ରମ+କାତର)

[ସମ୍ପାଦନା]
୧. ଶ୍ରମବିମୁଖ; ଦିହ ଛଞ୍ଚା; ପରିଶ୍ରମ କରିବାକୁ କୁଣ୍ଠିତ — ୧. Disliking labour.
୨. ସୁସ୍ତି; କୋଢ଼ିଆ —୨. Idle; lazy.