Jump to content

ପରିଶ୍ରୁତ

ଉଇକିଅଭିଧାନ‌ରୁ

ପରିଶ୍ରୁତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପରି+ଶ୍ରୁ ଧାତୁ=ଶୁଣିବା+କର୍ମ. ତ)

[ସମ୍ପାଦନା]
୧. ଯାହା ଶୁମା ଯାଇଅଛି —୧. Heard.
୨. ବିଖ୍ୟାତ; ବିଶ୍ରୁତ —୧. Famous; celebrated.