ପରିଷଦ୍
ଦେଖଣା
ପରିଷଦ୍
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପରି=ଏକତ୍ର+ସଦ୍ ଧାତୁ=ଯିବା, ବସିବା+ ଅଧିକରଣେ କ୍ୱିପ୍=ପରିଷତ୍; ୧ମା. ୧ବ; ଯେଉଁଠାକୁ ଅନେକ ଲୋକ ଏକତ୍ର ଯାଆନ୍ତି)
[ସମ୍ପାଦନା]- ୧. ସଭା; ମଣ୍ଡଳୀ —୧. Assembly; meetin.
- ୨. ଏକ ବିଂଶତିର ଅନ୍ୟୂନ ନ୍ୟାୟବେଦବେଦାନ୍ତକୁଶଳ ପଣ୍ଡିତମାନଙ୍କର ସଭା —୨. A meeting of less than ୨୧ learned men.
- ୩. ସମୂହ —୩. Assemblage.
- ୪. (+କର୍ତ୍ତୃ. କ୍ୱିପ୍) ସଭାର ସଭ୍ୟ — ୪. A member of an assembly. (M.W.)
- ୫. ଦର୍ଶକ —୫. Spectator. (M.W.)