Jump to content

ପରିଷ୍କନ୍ଦ

ଉଇକିଅଭିଧାନ‌ରୁ

ପରିଷ୍କନ୍ଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପିତାମାତା ଛଡ଼ା ଅନ୍ୟ ବ୍ୟକ୍ତିଦ୍ୱାରା ପାଳିତ ପୁତ୍ର; ଦୁଲାଳ —୧. Foster child.
୨. ଭୃତ୍ୟ —୨. Servant. (M.W.)
୩. ଗାଡ଼ି ପାଖେ ପାଖେ ଦଉଡ଼ିବା ଚାକର —୩. A servant. running by the side of a carriage.
୪. ମନ୍ଦିର —୪. Temple. (M.W.)