ପରିସମୂହନ
ଦେଖଣା
ପରିସମୂହନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପରି+ସମ୍+ଊହ୍=ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ଓଳାଇକରି ଗଦା କରିବା — ୧. Heaping; sweeping together. (M.W.)
- ୨. ଯଜ୍ଞାଗ୍ନିରେ ସମିଧ ପକାଇବା (ହିନ୍ଦୀ - ଶ.) — ୨. Putting fuel-sticks on the sacrificial fire.
- ୩. ତୃ ଆଦିକୁ ନିଆଁରେ ପକାଇବା (ହିନ୍ଦୀ - ଶ.) — ୩. Throwing of grass etc on fire.