Jump to content

ପରିସର୍ଯ୍ୟା

ଉଇକିଅଭିଧାନ‌ରୁ

ପରିସର୍ଯ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପରି+ସୃ ଧାତୁ+ଭାବ. ଯ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଚାରି ଆଡ଼କୁ ଗମନ — ୧. Going towards all sides.
୨. ବିଞ୍ଚି ହୋଇଯିବା —୧. The condition of being strewn about.
୩. ସେବା —୩. Service; personal attendance. (M.W.)