Jump to content

ପରିସାରକ

ଉଇକିଅଭିଧାନ‌ରୁ

ପରିସାରକ

ଉଚ୍ଚାରଣ

[ସମ୍ପାଦନା]
(ପରିସାରିକା, ପରିସାରିଣୀ—ସ୍ତ୍ରୀ) 

(ପରିସାରୀ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ପରି+ସୃ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]

ଚାରିଆଡ଼େ ବୁଲୁଥିବା — Roving; wandering.