ପରିସିଦ୍ଧି
[ ପରସିଦ୍ଧ—ବିଣ ]
ପ୍ରସିଦ୍ଧି; ଖ୍ୟାତି —celebrity.
ପ୍ରସିଦ୍ଧ —Celebrated.
ସୁବଳ ସ୍ତୋକ କୃଷ୍ଣ ଆଦି ଏମନ୍ତେ ନାମ ପରିସିଦ୍ଧି ଜଗନ୍ନାଥ ଭାଗବତ