ପରିସ୍ତରଣ
ଦେଖଣା
ପରିସ୍ତରଣ
ଉଚ୍ଚାରଣ
[ସମ୍ପାଦନା](ପରିସ୍ତର—ଅନ୍ୟରୂପ)
(ପରିସ୍ତୃତ—ବିଣ)
ସଂସ୍କୃତ - ବିଶେଷ୍ୟ - (ପରି+ସ୍ତୃ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ଚାରି ଆଡ଼େ ବିଞ୍ଚି ଦେବା ବା ବୁଣିବା — ୧. Strewing round.
- ୨. ନିଆଁ ଉପରେ କୁଟା ଆଦି ପକାଇବା — ୨. Throwing straw etc into fire.
- ୩. ଘୋଡ଼ାଇବା (ହିନ୍ଦୀ - ଶ) —୩. Covering; enveloping.
- ୪. ଏକତ୍ର ଗଦା କରିବା —୪. Heaping together.